କ’ଣ ମାରୁତି ସୁଜୁକି କମ୍ପାନୀ ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ପୁରସ୍କାର ଜିତିବା ସୁଯୋଗ ଦେଉଛି କି? ଜାଣନ୍ତୁ ସତ୍ୟ।
ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ମାରୁତି ସୁଜୁକି ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା। ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା। Website ଆମ ଅନୁସନ୍ଧାନ: ଏହି ଲିଙ୍କରେ କ୍ଲିକ୍ କରିଲା ପରେ […]
Continue Reading