ସୁପ୍ରିମକୋର୍ଟର ଓକିଲ ଭାନୁ ପ୍ରତାପ ସିଂଙ୍କ ଭାଷଣର ଭିଡିଓକୁ ହିମାଳୟ କମ୍ପାନୀର ମାଲିକ ଦାବିରେ ଭାଇରାଲ କରାଯାଉଛି।
ଜଣେ ବ୍ୟକ୍ତି ରିଲାଏନ୍ସ ଏବଂ ରାମଦେବଙ୍କ ଉତ୍ପାଦ ଉପରେ ସମାଲୋଚନା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀର ଚେୟାରମ୍ୟାନ୍ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଓକିଲ ଭାନୁ ପ୍ରତାପ ସିଂ, ଯିଏ ଗତ ବର୍ଷ ଜାନୁଆରୀରେ ଦିଲ୍ଲୀର ମୁସ୍ତାଫାବାଦରେ CAA ବିରୋଧୀ ପ୍ରଦର୍ଶନକାରୀଙ୍କୁ ସମ୍ବୋଧିତ କରିଥିଲେ। 21 ଜୁଲାଇରେ Babu Hota ନାମକ […]
Continue Reading