କ’ଣ ରାସ୍ତାରେ ମାଡ଼ ଖାଉଥିବା ବ୍ୟକ୍ତି ହାସ୍ୟ ଅଭିନେତା ମୁନବର ଫାରୁକି ଅଟନ୍ତି? କ’ଣ କଂଗ୍ରେସ ଦଳ ମୁନବରକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି? ଜାଣନ୍ତୁ ସତ୍ୟ।

ମଧ୍ୟପ୍ରଦେଶର ଇନ୍ଦୋରର ଗୋଟିଏ କ୍ୟାଫେରେ ହାସ୍ୟ ଅଭିନେତା ମୁଣାବର ଫାରୁକି ହିନ୍ଦୁ ଦେବୀ ଦେବତା ତଥା ଅମିତ ଗୃହ ମନ୍ତ୍ରୀ ଶାହଙ୍କ ବିରୋଧରେ କିଛି ଆପତ୍ତିଜଣକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହେଇଛି। ଏହି ସମୟରେ, ତାଙ୍କର ଗୋଟିଏ ଭିଡିଓ ଇଣ୍ଟରନେଟ୍ ରେ ଖୁବ ଶୀଘ୍ର ଭାଇରାଲ ହେଇଥିଲା। ଭିଡିଓରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଧରି ମୋଟର ସାଇକଲ୍ ରେ ବସି ଥିବା ସମୟରେ ଜଣେ ବ୍ୟକ୍ତି ଗାଡ଼ିରେ ବସିଥିବା […]

Continue Reading