ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ହେଉଥିବା ଯନ୍ତ୍ରଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତା ମଝିରେ ସ୍କ୍ରିନରେ ବାବରୀ ମସଜିଦର ଇତିହାସ ପ୍ରଦର୍ଶନ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓ ବାଂଲାଦେଶର ଏକ ସହରରେ ପ୍ରଦର୍ଶନ କରା ଯାଇଛି ଏବଂ ସେଠିକାର ମୁସ୍ଲିମ ମାନଙ୍କୁ ହିନ୍ଦୁ ବାସିନ୍ଦାଙ୍କ ବିରୁଦ୍ଧରେ ଉତ୍ତେଜିତ କରା ଯାଉଛି। କିନ୍ତୁ ଫ୍ୟାକ୍ଟ […]
Continue Reading