କ’ଣ ମନ୍ଦିରରେ ପୂଜା କରିବା ପାଇଁ ବର୍ତ୍ତମାନ ମୁସ୍ଲିମ ମାନଙ୍କୁ ସଂସ୍କୃତ ଭାଷାର ତାଲିମ ଦିଆ ଯାଉଛି? ଜାଣନ୍ତୁ ସତ୍ୟ।
ଏକ ଶ୍ରେଣୀରେ କିଛି ମୁସ୍ଲିମ ଛାତ୍ର ମାନେ ସଂସ୍କୃତ ଶିକ୍ଷା ଗ୍ରହଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷକ ଛାତ୍ର ମାନଙ୍କୁ ବିଭିନ୍ନ ଶ୍ଳୋକର ଅର୍ଥ ମଧ୍ୟ ପଚାରୁଛନ୍ତି ଏବଂ ଛାତ୍ର ମାନେ ତାହାର ଉତ୍ତର ଦେଉଛନ୍ତି। ଦାବି କରା ଯାଉଛି ଯେ ମୁସ୍ଲିମ ଛାତ୍ର ମାନଙ୍କୁ ସଂସ୍କୃତ ଭାଷା ତାଲିମ ଦେଇ ସେମାନଙ୍କୁ କେରଳର ମନ୍ଦିରରେ ପୂଜା କରିବା ପାଇଁ ପ୍ରସ୍ତୁତ କରା ଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading