କ’ଣ ଏଲୋନ୍ ମସ୍କ ପ୍ରକୃତରେ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରେ ନାହିଁ? ଜାଣନ୍ତୁ ସତ୍ୟତା।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟେସ୍ଲା କମ୍ପାନୀର ଏକ ମୋବାଇଲ୍ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଇଣ୍ଟର୍ନେଟ ଏବଂ ଚାର୍ଜିଂ ଆବଶ୍ୟକ ହେବ ନାହିଁ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ। କ’ଣ […]
Continue Reading