କ’ଣ ଏହି ଭିଡିଓରେ କାଶ୍ମୀର ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରୁଛି କି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସ ଜଣେ ବାଇକ୍ ଚାଳକଙ୍କୁ ଗୋଡାଉଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ପୋଲିସ ଠାରୁ ଦଉଡି ପାଉଥିଲା ବେଳେ ପୋଲିସ ତାଙ୍କୁ ଲାତ ମାରି ଗିରଫ କରୁଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ କାଶ୍ମୀରରୁ ଆସିଛି ଯେଉଁଠାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। Facebook | Archive ଆମ ଅନୁଅନ୍ଧାନ: ଆମ […]
Continue Reading