ଗ୍ରୀନଲ୍ୟାଣ୍ଡର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷରେ ଆସିଥିବା ସୁନାମୀ ଘଟଣା ଦାବି ସହିତ ସେୟାର କରା ଯାଉଛି।

୩୦ ଜୁଲାଇ ୨୦୨୫ ରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା ଏବଂ ଓଆହୁରେ ୪ ଫୁଟ (1.2 ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। […]

Continue Reading

୨୦୧୬ ମସିହାର କାନାଡାର ଫୋଟୋକୁ ୟୁକ୍ରେନ୍ ରେ ଯୁଧ୍ୟ ସମୟରେ ଶିଖ୍ ସମୁଦାୟ ଲୋକଙ୍କ ଦ୍ଵାରା ଏକ ଲଙ୍ଗର ଆୟୋଜିତ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଲାଗି ରହିଥିବା ସମୟରେ ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ସମ୍ବନ୍ଧହିନ ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଫୋଟୋ ଏବଂ ଭିଡିଓ ସେଯାର କରି କୁହା ଯାଉଛି ଯେ ସେଠିକାର ଲୋକ ମାନେ କିପରି ଭୟଭୀତ ଅଛନ୍ତି ଏବଂ କିପରି ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଛନ୍ତି।  ଶିଖ୍ ସମୁଦାୟ ଲୋକମାନେ ଲଙ୍ଗର […]

Continue Reading