ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି।
ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଥିରେ ରାତ୍ରି ସମୟରେ କିଛି କ୍ଷେପଣାସ୍ତ୍ରରେ ଆକ୍ରମଣ କରା ଯାଉଛି। ଦାବି ଅନୁଯାୟୀ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ […]
Continue Reading