ଖାଲଢିପ ହୋଇଥିବା ରାସ୍ତା ଲକ୍ଷ୍ନୌର ନୁହେଁ ମଧ୍ୟପ୍ରଦେଶ ଉଜ୍ଜେନର ଅଟେ।
ସୋସିଆଲ ମିଡିଆରେ ଏଖ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ରାସ୍ତାରେ ଅନେକ ଖାଲଥିବାର ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେଥିବା ରାସ୍ତା ଲକ୍ଷୌର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହଉଛି। 25 ଅଗଷ୍ଟରେ Ramachandra Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଲକ୍ଷ୍ନୌର ଏହି ରୋଡ଼ର ଅବସ୍ଥା ନେଇ ଅଖିଲେଶ ଯାଦବ ଟ୍ୱିଟ […]
Continue Reading