କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ଉଆସ୍ଥିତିରେ ସେ ଏକ କାନ୍ଥରେ ବିଜେଡ଼ି ଦଳର ପାର୍ଟି ଚିହ୍ନ ଶଙ୍ଖର ଚିତ୍ରାଙ୍କନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ। ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳ ପାର୍ଟି ଚିହ୍ନ ପଦ୍ମ ଫୁଲର ଚିତ୍ରାଙ୍କନ କରୁଛନ୍ତି।  ନିମ୍ନରେ […]

Continue Reading