କ’ଣ ନିକଟରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ କାନାଡା RSS କୁ ବ୍ୟାନ୍ କରିଛି? ଜାଣନ୍ତୁ ସତ୍ୟ।
ନିକଟରେ କାନାଡାରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଛି। ନାମୀ ଆତଙ୍କବାଦୀର ହତ୍ୟା କରିଥିବା ଅଭିଯୋଗ କରି କାନାଡା ଭାରତ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି। ଏହା ପରେ ଉଭୟ ଦେଶ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛି। ଏହି ପରିପ୍ରେକ୍ଷୀରେ, କିଛି ଲୋକ ଏକ ଭିଡିଓ ସେୟାର କରୁଛନ୍ତି ଯାହା RSS ସଂଗଠନକୁ କାନାଡାରେ ନିଷିଦ୍ଧ କରାଯାଇଥିବାର ଦାବି କରୁଛି। RSS […]
Continue Reading