କ’ଣ ପ୍ରକୃତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ।
ଆସନ୍ତା ନିର୍ବାଚନ ପାଇଁ ବିଜେପି ଓଡ଼ିଶାର ଅନେକ ସ୍ଥାନରେ ପ୍ରଚାର କରିବା ଆରମ୍ଭ କରିଛି। ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଏକ ଫୋଟୋ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସେ ପାର୍ଟିର କିଛି ସଦସ୍ୟଙ୍କ ସହିତ ଏକ କାନ୍ଥରେ ବିଜେଡ଼ି ପାଟି ଚିହ୍ନ ‘ଶଙ୍ଖ’ ଚିତ୍ରାଙ୍କନ କରୁଛନ୍ତି। ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ମଧ୍ଯପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ, ବରିଷ୍ଠ ବିଜେପି […]
Continue Reading