ଏକ ଏୟାର ଟର୍ବାଇନର ଫଟୋକୁ ଚୀନରେ ନିର୍ମିତ ହୋଥିବା ଶିବଲିଙ୍ଗ ଦାବି ସହିତ ସେୟାର କକରା ଯାଉଛି।

ବିଶ୍ୱର ସର୍ବବୃହତ ବୋଲି ବିଶ୍ୱାସ କରାଯାଉଥିବା ଏକ ବିଶାଳ ୨୧୦ ଟନ୍ ଓଜନର ୩୩ ଫୁଟ ଉଚ୍ଚ ଶିବ ଲିଙ୍ଗମକୁ ତାମିଲନାଡୁର ମହାବଳୀପୁରମରୁ ବିହାରର ପୂର୍ବ ଚମ୍ପାରଣର ବିରାଟ ରାମାୟଣ ମନ୍ଦିର ମନ୍ଦିର ପରିସରରେ ସ୍ଥାପନ କରିବା ପାଇଁ ଅଣାଯାଇଥିଲା। ପ୍ରାୟ ୨,୫୦୦ କିଲୋମିଟର ଯାତ୍ରା କରି ଏହାର ଆଗମନ ରାସ୍ତାରେ ପ୍ରାର୍ଥନା କରୁଥିବା ଅନେକ ଭକ୍ତଙ୍କୁ ଆକର୍ଷିତ କରିଥିଲା।  ଏହି ପୃଷ୍ଠଭୂମିରେ ଏକ ବିଶାଳ ଶିବଳିଙ୍ଗ ପରି ପ୍ରତୀତ ହେଉଥିବା ଏକ ଫଟୋ ସୋସିଆଲ ମିଡିଆରେ […]

Continue Reading