ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଥିବା ଦାବି ମିଥ୍ୟା।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଛି। ୟୁଜର ମାନେ ପୋଷ୍ଟ ସେୟାର କରି ନିଜ ନିରାଶା ପ୍ରକାଶ କରିଛନ୍ତି ଯେ ହିନ୍ଦୁ ମାନଙ୍କର ଦାନକୁ ମୁସ୍ଲିମ ମାନଙ୍କୁ ଦିଆ ଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଶିରିଡି ସାଇ ବାବା ଟ୍ରଷ୍ଟ ସ୍ପଷ୍ଟ କରିଛି […]
Continue Reading
