ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ବାଡ଼ି ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଛନ୍ତି ଏବଂ ଆକ୍ରମଣ କରିବା ପାଇଁ ମଧ୍ୟ ଯାଉଛନ୍ତି ବୋଲି ଜଣ ପଡ଼ୁଛି। ଦାବି କର ଯାଉଛି ଯେ ଏହା ବାଂଲାଦେଶର ଘଟଣା ଯେଉଁଠାରେ ମୁସ୍ଲିମ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ […]
Continue Reading