ଏସପି କର୍ମୀ ନିଆଁରେ ପୋଡ଼ିଯିବାର ପୁରୁଣା ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍…

ସମାଜବାଦୀ ପାର୍ଟିର ଜଣେ ନେତା ନିଜକୁ ନିଆଁ ଲଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ପୋଷାକରେ ନିଆଁ ଲାଗିଯିବା ପରେ ନିଆଁରୁ ନିଜକୁ ବଞ୍ଚାଉଥିବାର ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଉଛି ଯେ ସମାଜବାଦୀ ପାର୍ଟି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଦାହ କରିବାକୁ ଯାଇଥିଲେ କିନ୍ତୁ ନିଜେ ଜଳିଗଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା […]

Continue Reading

ଭିଡିଓରେ କ’ଣ  ବୃଦ୍ଧ ଜଣକ ମସଜିଦ ନିର୍ମାଣ ପାଇଁ ଅଖିଳେଶ ଯାଦବଙ୍କୁ ଭୋଟ୍ ନ ଦେବା ବିଷୟରେ କଥା ହୋଇଥିଲେ ?

ସୋସିଆଲ ମିଡିଆରେ  ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଅଖିଳେଶ ଯାଦବ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ଜଣେ ବୃଦ୍ଧ ଅଖିଳେଶ ଯାଦବଙ୍କୁ ପାଟି କରୁଛନ୍ତି ଯେ, ସେ ତାଙ୍କୁ ଭୋଟ୍ ଦେବେ ନାହିଁ। ଦାବି କରାଯାଇଛି ଯେ ସେ ଅଖିଳେଶ ଯାଦବଙ୍କୁ କହିଥିଲେ ଯେ ‘ତୁମେ ଏକ ମସଜିଦ ନିର୍ମାଣ କର ଏବଂ ତୁମକୁ କେହି ଭୋଟ୍ ଦେବେ ନାହିଁ’। 3 ଫେବୃଆରିରେ UTKALA […]

Continue Reading