ଶିବସେନା ନେତା ସଞ୍ଜୟ ରାଉତ “ହାଲକଟ ଜବାନୀ” ଗୀତରେ ନାଚୁଛନ୍ତି କି?
ବର୍ତ୍ତମାନ ଶିବସେନା ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ କଳହ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓ ସାଂସଦ ସଞ୍ଜୟ କୁମାରଙ୍କ ନାମରେ ଭାଇରାଲ ହେବାରେ ଲେଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ନାଚୁଥିବାର ଦେଖା ଯାଉଛନ୍ତି। ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ରାଉତ ଅଟନ୍ତି ବୋଲି ଦାବି କରାଯାଉଛି। 9 ସେପ୍ଟେମ୍ବରରେ Udayanath Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭାଇରାଲ ଭିଡିଓ ପୋଷ୍ଟ […]
Continue Reading