ଭାରତ-ପାକିସ୍ଥାନ ସୀମାରେ ଶାରିଆ ବିରୋଧୀ ସାଇନବୋର୍ଡର ଭାଇରାଲ ଫଟୋ ନକଲି।

ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ପାଇଁ ବଢୁଥିବା ଚାହିଦା ମଧ୍ୟରେ ସୋସିଆଲ ମିଡିଆରେ ଏକ ସାଇନ୍ ବୋର୍ଡର ଚିତ୍ର ଭାଇରାଲ ହେଉଛି। ଦେଶରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତାକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ କରିଛନ୍ତି। ବିଭିନ୍ନ ଧର୍ମର ଲୋକମାନଙ୍କ ପାଇଁ ଅଲଗା ବ୍ୟକ୍ତିଗତ ନିୟମକୁ ଅନୁମତି ଦେବା ପରିବର୍ତ୍ତେ ସମସ୍ତ ଭାରତୀୟଙ୍କ ପାଇଁ ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଏବଂ ପୋଷ୍ୟ ସନ୍ତାନକୁ ନିୟନ୍ତ୍ରଣ କରୁଥିବା ଏକ ୟୁନିଫର୍ମ ସିଭିଲ କୋଡରେ ଏକ ସାଧାରଣ ନିୟମ ରହିଛି। ବିଶେଷ […]

Continue Reading

କ’ଣ କୃଷି ଆଇନ ବିରୋଧ ନାମରେ ବର୍ତ୍ତମାନ ପଞ୍ଜାବରେ ହିନ୍ଦୀ ଭାଷାକୁ ବିରୋଧ କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇଲଲି ଶିଙ୍ଘୁ ସୀମାରେ କୃଶକଙ୍କ ଆନ୍ଦୋଳନ ହେତୁ ସୋସିଆଲ ମିଡିଆରେ ଏକ ବହୁତ ପୁରୁଣା ଫୋଟୋ ଚାଷୀଙ୍କ ଆନ୍ଦୋଳନ ସହିତ ଜଡ଼ିତ ହୋଇ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଫୋଟୋ ଇଣ୍ଟରନେଟ୍ ରେ ଶେୟାର କରା ଯାଉଅଛି ଯେଉଁଟା ୮ ଟି ଫୋଟୋ ଯୋଗ କରି ପ୍ରସ୍ତୁତ ହୋଇଛି, ଯେଉଁଥିରେ ଆପଣ ଜଣେ ବ୍ୟକ୍ତିକୁ ରାଜପଥରେ ଲାଗିଥିବା ସାଇନବୋର୍ଡରେ ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀ ଭାଷା ଉପରେ କଳା ରଙ୍ଗ ପୋତୁ ଥିବା […]

Continue Reading