ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ?
ସସୋସିଆଲ ମିଡିଆରେ ସାଉଦି ଆରବର ମକ୍କା ମସଜିଦର ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ଦାବି କରାଯାଉଛି ଯେ, ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ଅଛି। ମକ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ଭାଙ୍ଗି ମସ୍ଜିଦ କରାଯାଇଛି। ଆମ ଅନୁସନ୍ଧାନରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସାଉଦି ଆରବ ର ମକ୍କା ରେ ଥିବା ଶିବଲିଙ୍ଗ […]
Continue Reading