ପଞ୍ଜାବ ବିଜେପି ସାସଂଦ ଏବଂ ବଲିଉଡ଼ ସ୍ଟାର ସନି ଦେଓଲଙ୍କୁ କୃଷକ ମାନେ ମାଡ଼ମାରୁଛନ୍ତି ?
କୃଷକ ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରକାଶିତ ହେବା ସମୟରେ ଏହାକୁ ନେଇ କିଛି ଫେକ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପଞ୍ଜାବି ଲେକ ଜଣେ ବ୍ୟକ୍ତିକୁ ଧକା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସୋନି ଦେଓଲଙ୍କୁ କୃଷକ ମାନଙ୍କ ବିରୋଧ। ଆମ ଅନୁସନ୍ଧାନରେ ଭାଇରାଲ […]
Continue Reading