କ’ଣ ନିକଟରେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ପାକିସ୍ତାନରେ ଏକ ବିସ୍ଫୋରଣ କରିଛନ୍ତି? ଜାଣନ୍ତୁ ସତ୍ୟ।
ନିକଟରେ ପାକିସ୍ତାନର ଉତ୍ତର ସହର ସିୟାଲକୋଟ୍ ରେ ଅନେକ ବିସ୍ଫୋରଣ ହେଇଥିବା ଖବର ସାମନାକୁ ଆସିଛି। ପାକିସ୍ତାନ ସେନା ଦ୍ଵାରା ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ଗୁଳିଗୋଳା ଡିପୋରେ ଏହି ବିସ୍ଫୋରଣ ଘଟିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ମାନେ ପାକିସ୍ତାନର ସିୟାଲକୋଟ ସହରରେ ବିରାଟ ବିସ୍ଫୋରଣ କରିଛନ୍ତି […]
Continue Reading