କ’ଣ ଏହା ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡଙ୍ଗରୁ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିବା ଦଳର ଫୋଟ ଅଟେ? ଜାଣନ୍ତୁ ସତ୍ୟ।
ଅନେକ ଦିନ ଧରି ଉତ୍ତରପ୍ରଦେଶର ଉତ୍ତରକାଶୀର ଏକ ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେଇଥିବା ଶ୍ରମିକଙ୍କ ଜୀବନ ଉପରେ କୌଣସି ବିପଦ ମଧ୍ୟ ଆସି ନାହିଁ। ଭାରତୀୟ ସେନା ଏବଂ ଜାତୀୟ / ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳଙ୍କ ସାହସିକତା ପାଇଁ ଏହି ଉଦ୍ଧାର କାର୍ଯ୍ୟ ସଫଳ ହେଇଛି। ଏହି ପ୍ରସଙ୍ଗରେ କିଛି ଲୋକ ଭାରତ ଜାତୀୟ ପତାକା ଧରି ଛିଡା ହୋଇଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]
Continue Reading