କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
ବିଗତ କିଛି ଦିନରୁ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତ୍ୟାଚାରର ବିଭିନ୍ନ ଘଟଣା ସାମନାକୁ ଆସିଛି। ଏହା ନେଇ ସୋସିଆ ମିଡିଆରେ ମଧ୍ୟ ଭିନ୍ନ-ଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ରହି ପ୍ରସଙ୍ଗରେ ଏକ ଭିଡିଓରେ ଦୁଇଟି ଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଆକ୍ରମଣ କରୁଛନ୍ତି ଏବଂ ଦ୍ଵିତୀୟ ଭିଡିଓରେ ଏକ ଟ୍ରେନରେ କିଛି […]
Continue Reading