କ’ଣ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ମେଘକୁ ହାତ ହାଳାଉଛନ୍ତି? ଜାଣନ୍ତୁ ସତ୍ୟ।
୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତେଜସ୍ ଯୁଧ୍ୟ ବିମାନରେ ୩୦ ମିନିଟ ପର୍ଯ୍ୟନ୍ତ ଆକାଶରେ ଯାତ୍ରା କରିଥିଲେ। ଏପରି କରିଥିବା ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଇଛନ୍ତି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ସମୟରେ ବାହାରକୁ ଦେଖି ହାତ ହଲାଉଥିବା ନଜର ଆସୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
Continue Reading