ବିଜେପିରେ ଯୋଗଦେବା ମାତ୍ରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରାଗଲା ? ମିଥ୍ୟା ଦାବି ସହିତ ପୁରୁଣା ଭିଡିଓ ଭାଇରାଲ୍ ..
ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ ବର୍ତ୍ତମାନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହା ପରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି ହେଉଛି ଯେ ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବା ମାତ୍ରେ ତାଙ୍କୁ ଚାପୁଡ଼ା ମରାଗଲା। Alok Bhutia ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ସୋସିଆଲ ମିଡ଼ିଆରୁ,,,,,,ଚଳଚିତ୍ର ମଧ୍ୟ କହୁଛି କଥା, ଭିଡିଓର କମେଣ୍ଟରେ ଲେଖାଯାଇଛି […]
Continue Reading