ଛାତ୍ର ଲିଗ୍ ରାଲିର ପୁରୁଣା ଭିଡିଓକୁ ବାଂଲାଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଥିବା ଦାବି ସହିତ ଭାଇରାଲ ହେଉଛି।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଚାଲିଥିବା ଆକ୍ରମଣ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ବାଂଲାଦେଶର ହିନ୍ଦୁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ପାଇଲା। ଏହା ୨୦୨୩ ମସିହାର ଏକ ଘଟଣା ଅଟେ ଯେଉଁଥିରେ ଶେଖ୍ ହସିନାଙ୍କର ଆୱାମି ଳିଗର ଛାତ୍ର ଳିଗ୍ ଦଳ ସଦସ୍ୟ ମାନେ ଏକ ଶୋଭାଯାତ୍ରା […]
Continue Reading