ଜଣେ ମେଡିକାଲ୍ ଅଫିସରର ଭିଡିଓକୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆ ରେ ଜୋତାରେ ତିଆରି ମାଳା ପିନ୍ଧିଥିବା ଜଣେ ବ୍ୟକ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସେ ବାଂଲାଦେଶରେ ଜଣେ ହିନ୍ଦୁ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଙ୍ଗାଦେଶରେ ଜଣେ ହିନ୍ଦୁ ଶିକ୍ଷକ କୁ ଚାକିରି ର ଶେଷ ଦିନ ଏମିତି ବ୍ୟବହାର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଥିବା ବ୍ୟକ୍ତି […]
Continue Reading