ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି।
ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ସ୍ଥିତି ହେଇଥିବା ସମୟରେ ଏହାର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଗୋଟିଏ ଡ୍ୟାମ୍ ରୁ ତୀବ୍ର ବେଗରେ ପାଣି ଛଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ସମ୍ବଲପୁରର ହୀରାକୁଦ ଡ୍ୟାମର ଦୃଶ୍ୟ […]
Continue Reading