କ’ଣ ଭାଇରାଲ ଭିଡିଓ ସିନେମା ଜଗତ ସୁପରସଷ୍ଟାର ପୁନୀତ ରାଜକୁମାରନ ସେଶ ମୂହୁର୍ତ୍ତର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
କିଛି ଦିନ ପୁରରୁ କନ୍ନଡ ଚଳଚିତ୍ର ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ସିନେମା ଜଗତ ଦୁଖିତ ହୋଇଥିଲା। ଭୟଙ୍କର ହୃଦୟଘାତ ପରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ଘଟିଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବ୍ୟକ୍ତି ସିଢିରେ ବସିଛନ୍ତି ଏବଂ ସେ ଅସହାଯ ଅନୁଭବ କରୁଥିବା ଜଣା ପଡୁଛି। କିଛି ସମୟ ପରେ ସେ ତଳେ ପଡିଯିବା ଦୃଶ ଦେଖିବାକୁ ମିଳିଛି। ଏହି ଭିଡିଓ ପୋସ୍ତ କରି ୟାଦବ ପ୍ରକାଶ କୁମାର […]
Continue Reading