କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ତାନିଳନାଡ଼ୁରେ ଆସିଥିବା ନିଭାର ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ।
୨୫ ନଭେମ୍ବରରେ ତାମିଲନାଡ଼ୁରେ ଆସିଥିଲା ନିଭାର ବାତ୍ୟା। ନ୍ୟ ଖବର ପରି ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବନ ଭିଡିଓ ଭାଇରାଲ ହେଉଛୁ। ବାତ୍ୟା ପର ଦୃଶ୍ୟ କହି ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାସ୍ତାରେ ତିବ୍ର ଗତିରେ ବହୁ ଥିବା ପାଣି ମଧ୍ୟରେ କିଛି ଲୋକ ରସୀ ସାହାଜ୍ଯତାରେ ରାସ୍ତାର ଗୋଟିଏ ପଟୁ ଅନ୍ୟ ପାଟକୁ ଯାଉଥିବା ଦେଖିବାକୁ ମିଳିଛି। ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା […]
Continue Reading