କ’ଣ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେଇଥିବା ଫାଇନାଲ୍ ମ୍ୟାଚ୍ ରେ ଦର୍ଶକ ମାନେ ହନୁମାନ ଚାଳିଶା ଜାପ କରିଥିଲେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ କ୍ରିକେଟ୍ ବିଶ୍ଵ କପର ଗୋଟିଏ ମ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଭାଇରସଲ ହେବାରେ ଲାଗିଛି। ଷ୍ଟେଡିୟମରେ ଭାରତର ସମର୍ଥକଙ୍କ ମେଳାରେ ଭରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦର୍ଶକ ମାନେ ଖେଳ ଆରମ୍ଭ ହେବା ପୂର୍ବରୁ ହନୁମାନ ଚାଳିଶାର ଜାପ କରୁଛନ୍ତି। ଦାବି କରା ଯାଉଛି ଯେ ଦର୍ଶକ ମାନଙ୍କର ଷ୍ଟେଡିୟମରେ ହନୁମାନ ଚାଳିଶା ଜାପ କରୁଥିବା ଏହି ଭିଡିଓ ଭାରଫତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ ସମୟର ଅଟେ। କ’ଣ […]
Continue Reading