କ’ଣ ଏହା ଓଡ଼ିଶା ସରକାରର ମୋ ସାଇକଲ୍ ଯୋଜନାର ଏକ ଫୋଟୋ ଯେଉଁଠାରେ ସାଇକଲ୍ ବରବାଦ ହେଇ ପଡ଼ିଛି? ଜାଣନ୍ତୁ ସତ୍ୟତା
୨୦୨୪ ଲୋକସଭା ନିର୍ବାଚନ ସମୟରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ନବୀନ ସରକାର ଉପରେ ଅଭିଯୋଗ ଆଣି ଗୋଟିଏ ଫୋଟୋ ସେୟାର କରୁଛନ୍ତି। ଫୋଟୋରେ ଜଣେ ବ୍ୟକ୍ତି ଏକ ନଷ୍ଟ ବା ବରବାଦ ହୋଇଥିବା ସାଇକଲ୍ ନିକଟରେ ଚିଡ଼ା ହୋଇଛି। ଦାବି କରା ଯାଉଛି ଯେ ଏହି ସାଇକଲ୍ ଗୁଡ଼ିକ ମୋ ସାଇକଲ୍ ଅଟେ ଯାହା ନବୀନ ସରକାର ଆରମ୍ଭ କରିଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚୀନ […]
Continue Reading