କ’ଣ RBI ବଜାରକୁ ଛାଡ଼ିଲେ 1000 ଟଙ୍କିଆ ନୋଟ? ଜାଣନ୍ତୁ ସତ।
16 ଅକ୍ଟୋବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟ୍ୟୁଜର ନିଜ ଫେସବୁକ ଆକାଉଣ୍ଟରେ RBI ନୂଆ 1000 ଟଙ୍କିଆ ନୋଟ ବାହାର କରିଥିବା ଦାବି କରିଛନ୍ତି। ପୋଷ୍ଟ କରାଯାଇଥିବା ନୋଟରେ ମହତ୍ମା ଗାନ୍ଧିଙ୍କର ଫୋଟୋ ଅଛି ଏବଂ ସେଥିରେ 1000 ଟଙ୍କା ମଧ୍ୟ ଲେଖାଯାଇଛି। 1000 ଟଙ୍କିଆ ନୋଟଟି ପୁରା ବାସ୍ତବ ଭଳି ଦେଖା ଯାଉଛି। 2016 ରେ ପୁରୁଣା 1000 ଏବଂ 500 ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧ କରିଦେଇଥିଲେ । […]
Continue Reading