କର୍ଣ୍ଣାଟକ ଧାରାୱାଡରେ ଦୁର୍ଘଟଣାରେ 17 ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା ମିଥ୍ୟା ଅଟେ।

କର୍ଣ୍ଣାଟକ ଧାରାୱାଡରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କେତେକ ନ୍ୟୁଜ ପେଜରେ ଦାବି କରାଯାଇଛି ଯେ, ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ 17 ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଖବରରେ 17 ମହିଳା ଡାକ୍ତର ମୃତ୍ୟୁ ହୋଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି।  16 ଜାନୁଆରିରେ Otv ନ୍ୟୁଜ ପେଜରେ ଭାଇରାଲ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । […]

Continue Reading