ଭାଇରାଲ ହେଇଥିବା ଉଭୟ ଫଟୋ CRPF ଜବାନଙ୍କର ଅଟେ ଯାହା 2011ରୁ 2022 ମଧ୍ୟରେ ପରିବର୍ତ୍ତନ ହୋଇଛି ?
ନୂଆ ବର୍ଷର ପ୍ରଥମ ଦିନରେ ସୋସିଆଲ ମିଡିଆରେ ଏନେକ ପୋଷ୍ଟ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। 1 ଜାନୁଆରୀ 2022 ରୁ ଅନେକ ଭାଇରାଲ୍ ଟ୍ୱିଟ୍ ଦାବି କରିଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତର ସର୍ବବୃହତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ – CRPF ଏକ ଗିଅର୍ ଅପଗ୍ରେଡ୍ କରିଛି। CRPF ଜବାନ 2011 Vs CRPF ଜବାନ 2022 ମଧ୍ୟରେ ବୁଦ୍ଧିମାନ ଭାରତ ବାଛନ୍ତୁ। ଭାଇରାଲ ଫଟୋ ଦୁଇଟି CRPF କର୍ମଚାରୀଙ୍କ […]
Continue Reading
