କ’ଣ ମୋଦି ସରକାର ଗୋପନୀୟ ଉପାୟରେ ୨୬୮ ଟନ ସୁନା ବିଦେଶରେ ଗିରବି ରଖିଛନ୍ତି? ଜାଣନ୍ତୁ ସତ।

୧୧ ଫେବ୍ରୁଆରିରେ ମଧୁ ନାଗ ନାମକ ଜଣେ ଫେସବୁକ ୟୁଜର ଯୁବ କଂଗ୍ରେସ ସଂଗଠନ ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋସ୍ତକରି ଏହା ଦାବି କରିଛନ୍ତି ଯେ ମୋଦି ସରକାର ଗୋପନୀୟ ଉପାୟରେ ବିଦେଶରେ ୨୬୮ ଟନ ସୁନା ଗିରବି ରଖିଛନ୍ତି। ଏହି କଥା କୁ ୪ବର୍ଷ ଉପରେ ବିତି ଗଲାଣି ଓ ବର୍ତମାନ ଆର.ଟି.ଆଇ ମାଧ୍ୟମରୁ ଏହି ବିଷୟ ସାମନାକୁ ଆସିଛି। ଜଣେ ସ୍ଵତନ୍ତ୍ର ପତ୍ରକାର ନବନୀତ ଚତୁର୍ବେଦି ଆର.ଟି.ଆଇ. ମାଧ୍ୟମ ଏହି ବିଷୟକୁ […]

Continue Reading