21 ସେପ୍ଟେମ୍ବରେ ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଦାବିରେ ଭାଇରାଲ ହେଉଥିବା ଫଟୋ 3 ବର୍ଷ ପୁରୁଣା ଅଟେ।
ଦେଶରେ କୃଷକମାନଙ୍କ ଦାବି ନେଇ ବ୍ରୋଧ ପ୍ରଦର୍ଶନ ଚାଲିଛି। ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଦର୍ଶନର କିଛି ଭିଭିଓ ଏବଂ ଫଟୋ ଭାଇରାଲ ହେବାରେ ଲିଗିଛି। 22 ସେପ୍ଟେମ୍ବରରେ Srikanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କୃଷକ ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ସଂଖ୍ୟାଧିକ କୃଷକ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 21 ସେପ୍ଟେମ୍ବରରେ […]
Continue Reading