କ’ଣ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩୩୦୦ ଟନ ସୁନା ମିଳିଛି? ଜାଣନ୍ତୁ ସତ।

୨୬ ଫେବ୍ରୁଆରି ରେ ଓଡ଼ିଆ ଏକ୍ସପ୍ରେସ ନାମକ ଫେସବୁକ ପେଜରେ ସୋନଭଦ୍ରରେ ମିଳିଥିବା ସୁନା ବିଷୟରେ ଲେଖା ଯାଇଅଛି। ସୁନାର ଭଣ୍ତାର ମିଳିବା କାରଣରୁ ଉତ୍ତର ପ୍ରଦେଶର ସୋନଭଦ୍ର ଅଚାନକ ଏବେ ଚର୍ଚ୍ଚାର ଘେରରେ ଆସିଯାଇଅଛି , ଏହା ଭାରତ ପାଇଁ ଏକ ଆଶ୍ୱସ୍ତିର ଖବର ଅଟେ,  ଜଣାଯାଏ କି ଭାରତ ଦୁନିଆଁର ସବୁଠାରୁ ବଡ ସୁନାର ଖଣି ଅଟେ । ଉତ୍ତର ପ୍ରଦେଶର ସୋନଭଦ୍ର ର ସୋନ ପାହାଡିରେ ୨୭୦୦ ଟନ୍ ସୁନା ଓ ହରଦି […]

Continue Reading