ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବ ?
ରାମ ମନ୍ଦିର ଭପମି ପୂଜନ ପରେ ଏବେ କୋର୍ଟ ମସଜିଦ ପାଇଁ ଦେଇଥିବା 5 ଏକର ଜମି ସମ୍ପର୍କରେ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, କୋର୍ଟ ଦେଇଥିବା 5 ଏକର ଜମିରେ ମସଜିଦ ବ୍ୟତୀତ ବାବ୍ରୀ- ହସ୍ପିଟାଲ ନିର୍ମାଣ କରାଯିବ। 7 ଅଗଷ୍ଟରେ Soumya Ranjan Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରି ଦାବି କରିଛନ୍ତି ଯେ, କୋର୍ଟ ଦେଇଥିବା 5 ଏକର […]
Continue Reading