ଭାରତୀୟ ରେଳ ବିଭାଗ ଦ୍ୱରା 5285 ପଦ ପାଇଁ କୌଣସି ବିଜ୍ଞାପନ କଢ଼ାଯାଇ ନାହିଁ।
ଦେଶରେ କୋରୋନା ସଂକ୍ରମଣ ବେକାରି ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବଂ ମଧ୍ୟ ସରକାରି ଚାକିରି ପାଇଁ ପିଲାମାନେ ଅପେକ୍ଷା କରି ରହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି ଯେ, ଭାରତୀୟ ରେଳ ବିଭାଗ 5285 ପୋଷ୍ଟ କାଢ଼ିଛି। ଏହା ହ୍ୱାଟ୍ସଅପରେ ଏବଂ ଫେସବୁକରେ ସେୟାର ହେବାରେ ଲାଗିଛି। ଆମକୁ ହ୍ୱାଟ୍ସ ଅପରେ ଏହି ଭାଇରାଲ ପୋଷ୍ଟ ମିଳିଲା। ପେଜରେ ଲେଖା ଯାଇଛି ପଦବି ପାଇଁ ଫୋର୍ମ ପୁରଣ କରିବାର ଅନ୍ତିମ […]
Continue Reading