ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା […]
Continue Reading