ଛତିସଗଡ଼ର ପୁରୁଣା ଭିଡିଓକୁ ଦିଲ୍ଲୀ ବିଜେପି କର୍ମି 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଭାଇରାଲ କରାଯାଉଛି।
ଦିଲ୍ଲି ନିର୍ବାଚନକୁ ନେଇ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ବିଜେପି କର୍ମି ଲୋକଙ୍କୁ 700 ଟଙ୍କା ଦେଇ ଭୋଟ କିଣିବା ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। 30 ଜାନୁଆରିରେ Lupteswar Jani ନାମକ ଜଣେ ଫେସବୁକ ୟେୁଜର ଯୁବ କଂଗ୍ରେସ ସଂଗଠନ (Youth congress Organaisation) ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଜେପି ଦଳର କାରନାମା […]
Continue Reading