ଜୋତା ପୋଲିସ କରୁଥିବା ଏହି ପିଲା 93% ରଖି ଟପର ହୋଇଥିଲେ ?
ସୋସିଆଲ ମିଡିଆରେ ଏକ ପିଲାର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପିଲାଟି ଜୋତା ସିଲେଇ କରୁଥିବାର ଦେଖାଯାଉଛି। ଅନ୍ୟପଟେ ଏକ ସାର୍ଟିଫିକେଟର ଫଟୋ ଅଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ପିଲାଟି ଦିନରେ ଜୋତା ପୋଲିସ କରି ରାତିରେ ପାଠ ପଢ଼େ। ସେ 500 ମାର୍କରୁ 465 ମାର୍କ ଆଣି 93 ପ୍ରତିଶତ ଆଣି ସ୍ତୁଲରେ ଟୋପ କରିଛି। ହେଲେ ଗରିବ ପିଲାଙ୍କୁ କେହି ଶୁଭେତ୍ସା ଜଣାଉ ନାହାନ୍ତି। ସଂଜୟର ଆହୁରି ପଢ଼ି ଆଇପିଏସ […]
Continue Reading