କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି? 

‘ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲ୍’ ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁଥି୍ରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା 52% ସହ ଆଗୁଆ ଅଛନ୍ତି ଏବଂ ନରେନ୍ଦ୍ର ମୋଦୀ 46% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାଇରାଲ ପୋଷ୍ଟକୁ ଦେଖି ଜଣା ପଡ଼ୁଛି ଭାରତ ଯୋଡ଼ ପରେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।  ମୋର ନେତା କୀର୍ତ୍ତି ଭାଇ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ […]

Continue Reading

ଏଡିଟ୍ ପୋଷ୍ଟକୁ ଆଜତକ ନ୍ୟୁଜ କ୍ୟାପ୍ସନ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଆଫଗାନିସ୍ତାନରେ ତାଲିବାନ ହିଂସା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ 31 ଅଗଷ୍ଟରେ ଆମେରିକା ଆଫଗାନିସ୍ତାନରୁ ନିଜ ଆର୍ମି ଆଣିସାରିଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚାର ବିଷୟ ବନିଛି। ସୋସିଆଲ ମିଡିଆରେ ଆଜତକ ନ୍ୟୁଜ କ୍ୟାପ୍ସନରେ ଲେଖାଯାଇଛି ଯେ, ଆମେରିକା ତାଲିବାନ ଡରରୁ ପଳାଇଲା କିନ୍ତୁ ଭାରତ ଏବେ ଆଫଗାନିସ୍ତାନକୁ ସମ୍ଭାଳିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ନକଲି ନ୍ୟୁଜ୍ ସ୍କ୍ରିନପେଜ ଭାଇରାଲ ହୋଉଛି।

ଯୋଗୀ ଆଦିତ୍ୟନାଥ 2 ଅକ୍ଟୋବରରେ ହାଥରସ୍ ଦୁଷ୍କର୍ମକୁ ନେଇ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟୁଇଟ୍ କରି ଏହାକୁ ନେଇ ତାଙ୍କ ମତ ଦେଇଥିଲେ।  ଏହା ପରେ ସୋସିଆଲ ଫୋରମରେ ତାଙ୍କ ନାମରେ ଏକ ବିବାଦୀୟ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଆଜ ତକ ନ୍ୟୁଜ ଚ୍ୟାନେଲର ଏକ ସ୍କ୍ରିନସୋଟ ପୋଷ୍ଟର ସେୟାର କରାଯାଉଛି।  ପୋଷ୍ଟରେ ଆଜତକ ଚ୍ୟାନେଲର ଚିହ୍ନ ରହିଛି ଏବଂ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଦେଖିପାରିବେ।  ତାଙ୍କ ଛବିର ବାମ […]

Continue Reading

କ’ଣ ରାମ ମନ୍ଦିର ଭୂମି ପୂଜନ ଦିନ ଆଜ ତକ ନିଜ ଚ୍ଯାନେଲରେ ବର୍ନଲ ବିଜ୍ଞାପନ ପ୍ରସାରିତ କରି ଥିଲା? ଜାଣନ୍ତୁ ସତ୍ୟ।

ୱ୍ହାତ୍ସ ଏପ୍ ରେ ଭାଇରାଲ ହେଉଥିବା ଗୋଟିଏ ଫୋଟୋର ଫେକ୍ଟ ଚେକ୍ କରିବା ଅନୁରୋଧ ଆସିଲା। ଏହି ଫୋଟୋରେ ରାମ ମନ୍ଦିର ଭୂୟ ପୂଜନ ହେଉଥିବା ବେଳେ ଆଜ ତକ ଚ୍ଯାନେଲରେ ବର୍ନଲର ବିଜ୍ଞାପନ ଦେଖିବା କୁ ମିଳିଛି। ଏହି ବିଜ୍ଞାପନରେ ଏହା ମଧ୍ୟ ଲେଖା ଯାଇଅଛି ଯେ “ଜଳିବ ଯଦି ବର୍ନଲ ହି ଚାଲିବ (ଜଲେଗା ତୋ ବର୍ନଲ ହି ଚଲେଗା)” Archive ଆମ ଅନୁସନ୍ଧାନ:  ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ […]

Continue Reading