କ’ଣ ଭାଇରାଲ ଫଟୋରେ ମୋଦି ଶେଖକୁ ଗେରୁଆ ବସ୍ତ୍ର ପିନ୍ଧାଇଛନ୍ତି ?

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜଣେ ଶେଖ ଠିଆ ହୋଇଥିବାର ଦେଖା ଯାଉଛନ୍ତି। ଫଟୋରେ ସେ ହିନ୍ଦୁ ଧର୍ମର ଚାଦର ପିନ୍ଧିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜେ ଅନ୍ୟ କୌଣସି ଧର୍ମର ଟୋପି ପିନ୍ଧିବେନି କିନ୍ତୁ ଅନ୍ୟ ସମସ୍ତଙ୍କୁ ହିନ୍ଦୁ ଧର୍ମର ଚାଦର ପିନ୍ଧାଇ ଦେବେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ଏଡିଟେଡ୍ ବାହାରିଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।  11 ସେପ୍ଟେମ୍ବରରେ Manoj Chouhan ନାମକ ଜଣେ […]

Continue Reading

2016 ମସିହା ଧାର୍ମିକ କାର୍ଯ୍ୟକ୍ରମର ଭିଡିଓକୁ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଦଘାଟନ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ କିଛି ଆରବିଆନ ଲୋକ ହିନ୍ଦୁ ଧର୍ମର ମନ୍ତ୍ର ପଢ଼ୁଥିବା ସହ ହିନ୍ଦୁ ରିତି ନିତି କରୁଥିବା ପରି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆବୁଧାବୀର ଶେଖ୍ ସୁଲତାନ ମହମ୍ମଦ ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। ସୁଲତାନଙ୍କ ବେଗମ ମସ୍ତକରେ ପବିତ୍ର ରାମାୟଣ ଗ୍ରନ୍ଥ ଧାରଣ କରିଛନ୍ତି। ସୁଲତାନଙ୍କ ସହ ମୂରାରିଵାପୁ ବି ଦେଖାଯାଉଛନ୍ତି। […]

Continue Reading