କ‘ଣ ଅମିତ ଶାହା କହିଛନ୍ତି ଯେ , ସେ ପ୍ରତେକ ନାଗରିକମାନଙ୍କ ଆକାଉଣ୍ଟକୁ 1.25 ଟଙ୍କା ଦେଇଛନ୍ତି?
କୋରୋନା ମାହମାରି ବିପତ ସମୟରେ ଦେଶର ଅର୍ଥନିତି କମ ହେବାରେ ଲାଗିଛି। ଏହାକୁ ନେଇ ଦେଶରେ ଚିନ୍ତା ବଢ଼ିବାରେ ଲିଗିଛି। ଏଥି ମଧ୍ୟରେ ଅମିତ ଶାହଙ୍କ ନାମରେ ଏକ ଖବର ଭାଇରାଲ ହେଉଛି। 1 ଜୁନରେ Jay congress ନାମକ ଜଣେ ଫେସବୁକ ୟୁଜର ଆଜତକ ନ୍ୟୁଜ ଚ୍ୟାନେଲର ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅମିତ ଶାହ କୌଣସି ସମ୍ପର୍କରେ ଚର୍ଚ୍ଚା କରୁଥଇବାର ଦେଖା ଯାଉଛିନ୍ତି। ଏହା ଛଡ଼ା ଫୋଟୋରେ ଦାବି କରାଯାଇଛଇ ଯେ, ଅମିତ […]
Continue Reading