ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କୁ ଟୀକାକରଣ ବିଜ୍ଞାପନକୁ ନେଇ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟତା ।

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ  ଟିକା ଉପଲବ୍ଧ ନ ଥାଇ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖବରକାଗଜରେ ଏକାଧିକ ଟୀକାକରଣ ବିଜ୍ଞାପନ ଦେଇଥିବା କଥା କହୁଛନ୍ତି। ଆମ  ଅନୁସନ୍ଧାନରେ ସ୍ପଷ୍ଟ  ହେଲୁ ଯେ,ମୂଳ ଭିଡିଓରେ ସିସୋଦିଆ ଟିକା କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଟୀକାକରଣ ବିଜ୍ଞାପନ ଜାରି କରିଥିବାରୁ କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।  25 ଜୁନରେ […]

Continue Reading

ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।

ସୁଶାନ୍ତ ସିଂ ରାଜପୁତ  ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି।  Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି […]

Continue Reading