ହିନ୍ଦୁସ୍ତାନ ଟାଇମ୍ସ ପିଏମ ମୋଦୀ ନିଖୋଜ ବିଜ୍ଞାପନ ଦେଇଛି ?

ସୋସିଆଲ ମିଡିଆରେ ହିନ୍ଦୁସ୍ତାନ ଟାଇମ୍ସର ଏକ ପୋଷ୍ଟ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଅଛି, ଯେଉଁଥିରେ କୁହାଯାଇଥିଲା ଯେ ‘ପିଏମ ମୋଦୀ ନିଖୋଜ ଅଛନ୍ତି’। ତେବେ କଣ ହିନ୍ଦୁସ୍ତାନ ଟାଇମ୍ସରେ ଏହି ବିଜ୍ଞାପନ ଦିଆ ଯାଇଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   14 ମଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। […]

Continue Reading

ଭାରତୀୟ ରେଳ ବିଭାଗ ଦ୍ୱରା 5285 ପଦ ପାଇଁ କୌଣସି ବିଜ୍ଞାପନ କଢ଼ାଯାଇ ନାହିଁ।

ଦେଶରେ କୋରୋନା ସଂକ୍ରମଣ ବେକାରି ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବଂ ମଧ୍ୟ ସରକାରି ଚାକିରି ପାଇଁ ପିଲାମାନେ ଅପେକ୍ଷା କରି ରହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି ଯେ, ଭାରତୀୟ ରେଳ ବିଭାଗ 5285 ପୋଷ୍ଟ କାଢ଼ିଛି। ଏହା ହ୍ୱାଟ୍ସଅପରେ ଏବଂ ଫେସବୁକରେ ସେୟାର ହେବାରେ ଲାଗିଛି। ଆମକୁ ହ୍ୱାଟ୍ସ ଅପରେ ଏହି  ଭାଇରାଲ ପୋଷ୍ଟ ମିଳିଲା। ପେଜରେ ଲେଖା ଯାଇଛି ପଦବି ପାଇଁ ଫୋର୍ମ ପୁରଣ କରିବାର ଅନ୍ତିମ […]

Continue Reading