AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।

ଅନ୍ତର୍ଜାତୀୟ ଖବର ରିପୋର୍ଟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ ଆଟଲାଣ୍ଟିକ ଘୂର୍ଣ୍ଣିବାତ୍ୟା ମଧ୍ୟରୁ ଗୋଟିଏ, ହରିକେନ୍ ମେଲିସା, ହାଇତି ଏବଂ ଜାମାଇକାରେ ପ୍ରବଳ କ୍ଷତି କରିଥିଲା ଏବଂ କ୍ୟୁବା ଆଡକୁ ଯାଇଥିଲା। ଏହି ପରିସ୍ଥିତିରେ, ଆମେରିକୀୟ ସୈନିକ ହରିକେନ୍ ମେଲିସାର କେନ୍ଦ୍ରକୁ ଯାଇ ଏକ ଭିଡିଓ ନେଇଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆକାଶରୁ ବାତ୍ୟାର ଭିଡିଓ ନିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଭିଡିଓ ମେଲିସା ବାତ୍ୟାର […]

Continue Reading

ରାସ୍ତାରେ ସୋଇଥିବା ବ୍ୟକ୍ତିଙ୍କୁ ଏକ ସିଂହ ସୁଙ୍ଗୁଠିବା ଭିଡିଓ AI ମାଧ୍ୟମର ସୃଷ୍ଟି କରା ଯାଇଛି ଯାହାକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ରୁମ ଟାଙ୍କୁରି ଉଠିବା ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୋକାନ ବାହାରେ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ଗୋଟିଏ ସିଂହ ତାଙ୍କ ନିକଟ ଦେଇ ଯାଉଛି ଏବଂ କିଛି ସମୟ ପରେ ଆସି ତାଙ୍କୁ ସୁଙ୍ଘୁଛି, କିନ୍ତୁ ସେଇ ଲୋକ ଏହି ଘଟଣା ବିଷୟରେ ଅଜ୍ଞାନ୍ତ ହୋଇ ଶୋଇଛନ୍ତି।  ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ବ୍ୟକ୍ତି ଜଣକ ସିଂହ ଦ୍ଵାରା ଶିକାର […]

Continue Reading